ପ୍ରଶାସିତା

ଉଚ୍ଚାରଣ

ସମ୍ପାଦନା

(ପ୍ରଶାସ୍ତା—ଅନ୍ୟରୂପ)

ପ୍ରଶାସିତ୍ରୀ, ପ୍ରଶାସ୍ତ୍ରୀଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - ଓ ବିଶେଷଣ - ପୁଂ—(ପ୍ର+ଶାସ୍ ଧାତୁ=ଶାସନ କରିବା+କର୍ତ୍ତୃ. ତ)

ସମ୍ପାଦନା
୧. ଶାସନକର୍ତ୍ତା — ୧. Governor; ruler.
୨. ମିତ୍ର (ହିନ୍ଦୀ - ଶ) —୨. Friend.
୩. ପରିଚାଳକ — ୩. Superintendent; guide; conductor; director.
୪. ଋତ୍ୱିକ୍; ପୁରୋହିତ —Priest.
୫. ରାଜା —୫. King (Apte).
୬. ପରାମର୍ଶଦାତା —୬. Adviser (Apte).