ପ୍ରଶାନ୍ତ ମହାସାଗର

ପ୍ରଶାନ୍ତ ମହାସାଗର

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ନାମ)

ସମ୍ପାଦନା

ଆସିଆ ମହାଦେଶର ପୂର୍ବ ଓ ଆମେରିକାର ପଶ୍ଚିମରେ ଉପସ୍ଥିତ ମହାସମୁଦ୍ରବିଶେଷ — The Pacific ocean.

[ଦ୍ରଷ୍ଟବ୍ୟ —ଏହାର ଉପରିଭାଗ ଝଡ଼ ଆଦିଦ୍ୱାରା ବିଶେଷ ଆନ୍ଦୋଳିତ ଓ ତରଙ୍ଗାୟିତ ହୁଏ ନାହିଁ ବୋଲି ଏହାର ଏପରି ନାମ ହୋଇ ଅଛି]