ପ୍ରଭାବ
ପ୍ରଭାବ
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - (ପ୍ର+ଭୂ ଧାତୁ+ଭାବ. ଅ)
ସମ୍ପାଦନା- ୧. ସାମର୍ଥ୍ୟ; ଶକ୍ତି; କ୍ଷମତା —୧. Power; strength; might; influence; potency.
- ୨. ପ୍ରାଦୁର୍ଭାବ —୨. Manifestation; prevalence.
- ୩. (+କରଣ ଅ)—ପ୍ରଭୁଶକ୍ତି; ପ୍ରତାପ; ରାଜାଙ୍କର କୋଷ— ଦଣ୍ଡଜ ତେଜଃ —୩. Majesty; kingly dignity.
- ୪. ସାହସ —୪. Valour; courage.
- ୫. ତେଜଃ —୫. Radiance; sprit; glamour; splendour.
- ୬. ମହିମା —୬. Greatness; mangnificence; glory.
- ୭. (+ ଭାବ. ଅ) ଉଭବ; ଉତ୍ପତ୍ତ — ୭. Birth; production.
- ୮. (+କର୍ତ୍ତୃ. ଅ) (ନାମ) ସ୍ୱରୋଚି, ମନୁଙ୍କ ପୁତ୍ରବିଶେଷ — ୮. Name of one of the sons of Swarochisha Manu.
- ୯. (ନାମ) ପ୍ରଭାଗର୍ତଜାତ ସୂର୍ଯ୍ୟପୁତ୍ର —୯. Name of one of the sons of the Sun-god.
- ୧. (ନାମ) ଅଷ୍ଟବସୁଙ୍କ ମଧ୍ୟରୁ ଜଣେ — ୧୦. One of the eight Basu gods.
- ୧୧. (+ଭାବ. ଅ) ପ୍ରାବଲ୍ୟ — ୧୧. Predominance; outbreak.