ପ୍ରଦର୍ଶନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - (ପ୍ର+ଦୃଶ୍ ଧାତୁ ଣିଚ୍ ଦର୍ଶି ଧାତୁ+ ଭାବ. ଅନ) ସମ୍ପାଦନା

୧. ଦେଖାଇବା — ୧. Showing; exhibiting.
୨. ବର୍ଣ୍ଣନା; ଉଲ୍ଲେଖ —୨. Describing; narrating; mentioning.
୩. ସୂଚନା —୩. Indication.
୪. ବ୍ୟଖ୍ୟା କରିବା — ୪. Expounding; propounding; explaining.
୫. ଭବିଷ୍ୟତ୍ ବିଷୟର କଥନ —୫. Prophesying.