ପ୍ରଥିତ ନାମା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପ୍ରଥିତଯଶାଃ, ପ୍ରଥିତକୀର୍ତ୍ତିଅନ୍ୟରୂପ

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ପ୍ରଥିତ+ନାମନ୍ ୧ମା. ୧ବ.) ସମ୍ପାଦନା

ପ୍ରଖ୍ୟାତନାମା; ଯଶସ୍ୱୀ; ସୁପ୍ରସିଦ୍ଧ — Celebrated; famous; wellknown.