ପ୍ରତିଲିପି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ପ୍ରତି+ଲିପି) ସମ୍ପାଦନା

୧. ନକଲ — ୧. A copy.
୨. କୌଣସି ଲେଖାକୁ ଦେଖି ସେହି ମୁତାବକ ଅବିକଳ ଲେଖିବା ଲେଖା —୨. A transcript; the counterpart of a writting.