ପ୍ରତିପଦ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବି—(ସଂସ୍କୃତ - ପ୍ରତିପଦ୍) ସମ୍ପାଦନା

ପ୍ରତିପଦ୍(୧) (ଦେଖ) - Pratipadt (୧) (See)

୨. (ସଂସ୍କୃତ - ପ୍ରତି+ପଦ) ପ୍ରତ୍ୟକ ପହଣ୍ଡ ବା ପଦକ୍ଷପ — ୨. Every step.

(ଯଥା—ମୁଁ ଏ ପାହାଡ଼ିଆ ଭୁଇଁରେ ପ୍ରତିପଦରେ ଝୁଣ୍ଟୁଛି)

୩. ପ୍ରତ୍ୟେକ ବାକ୍ୟ ବା କଥା —୩. Every word.

(ଯଥା—ଚଇତିନିଆ ଖନା ପ୍ରତିପଦରେ ଖନଉଛି)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. ବିଶେଷଣ - (ସଂସ୍କୃତ - ପ୍ରତିପଦଂ) ସମ୍ପାଦନା

୧. ପଦେ ପଦେ — ୧. At every step.
୨. ଉପର୍ଯ୍ୟୁପରି —୨. Repeatedly.
୩. ସର୍ବଦା —୩. Always; constantly.