ପ୍ରଣତି

ଉଚ୍ଚାରଣ

ସମ୍ପାଦନା
  • (file)

ସଂସ୍କୃତ - ବିଶେଷ୍ୟ - (ପ୍ର+ନମ୍ ଧାତୁ+ ଭାବ. ତି; ଣତ୍ୱ ବିଧାନ)

ସମ୍ପାଦନା
୧. ପ୍ରଣିପାତ; ପ୍ରଣାମ; ଦଣ୍ଡବତ — ୧. Obeisance; bow; salutation
୨. ନମ୍ରଭାବ; ନମ୍ରତା —୨. Humility.
୩. ଶିଷ୍ଟାଚାର —୩. Courtesy; etiquitte.