ପ୍ରଜାଫୁଟ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ - ସମ୍ପାଦନା

ଅତି ଗୁପ୍ତ କଥାର ସର୍ବତ୍ର ପ୍ରକାଶ — Publication of a secret.

(ଯଥା—ଏ କଥାଟା ଅଳ୍ପ ଦିନ ପ୍ରଜାଫୁଟ୍ ହୋଇଯିବ)