ପ୍ରକୋଷ୍ଠ

ଉଚ୍ଚାରଣ

ସମ୍ପାଦନା
  • (file)

ସଂସ୍କୃତ - ବିଶେଷ୍ୟ - (ପ୍ର+କୁଷ୍ ଧାତୁ=ସଂଲଗ୍ନ ହେବା+ସଂଜ୍ଞାର୍ଥେ ଠ)

ସମ୍ପାଦନା
୧. କହୁଣି ତଳକୁ ହାତ ଗଣ୍ଠି ପର୍ଯ୍ୟନ୍ତ ହସ୍ତାଂଶ; ନଳିହାତ —୧. The part of the hand between the elbow and the wrist; the forearm.
୨. ରାଜପ୍ରସାଦର ସଦର ଫାଟକ ପାଖରେ ଥିବା କଠୋରୀ — ୨. A room adjoining the main gate of a palace (M.W.)
୩. କକ୍ଷ; ଗୃହ; କୋଠରୀ — ୩. Room; compartment.
୪. ଚଉକାଠ —୪. The frame of a door.
୫. ଦ୍ୱାରର ପାର୍ଶ୍ୱସ୍ଥ ଗୃହ —୫. Side room; a room by the side of a door.
୬. ଚତ୍ୱର; ଚଉରୀ; ଅଗଣା; ଚାରି ପାଖରେ କୋଠାଥିବା ଅଗଣା; ମହଲ —୬. A courtyard; quadrangle; a courtyard having houses on all sides.