ପ୍ରକୃତ
ପ୍ରକୃତ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
(ବିକୃତ—ବିପରୀତ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ପ୍ର+କୃ ଧାତୁ=କରିବା+କର୍ତ୍ତୃ ଓ କର୍ମ. ତ) ସମ୍ପାଦନା
- ୧. ସମାହିତ; ସମ୍ପୂର୍ଣ୍ଣୀକୃତ — ୧. Accomplished; completed.
- ୨. ରଚିତ; ନିର୍ମିତ —୨. Made; composed; prepared.
- ୩. ଅବିକୃତ —୩. Not deteriorated; not disordered.
- ୪. ଯେଉଁ ବିଷୟ ନେଇ ବିବାଦ ବା ତର୍କ ଚଳୁଥାଏ — ୪. In question; under discussion.
- ୫. ପ୍ରସ୍ତାବିତ —୫. Proposed.
- ୬. ଠିକ୍ —୬. Accutare; right.
- ୭. ବାଞ୍ଚିତ; ଅଭିଳଷିତ — ୭. Desired; expected; cherished.
- ୮. ଅଧିକୃତ —୮. Possessed.
- ୯. ଦରକାରୀ; ପ୍ରୟୋଜନୀୟ — ୯. Important; necessary.
- ୧. ବାସ୍ତବିକ; ଯଥାର୍ଥ —୧୦. Actual; real.
- ୧୧. ଅସଲ; ଖାଣ୍ଟି —୧୧. Genuine.
- ୧୨. ସତ୍ୟ —୧୨. True.
- ୧୩. ଅମିଶ୍ରିତ; ବିଶୁଦ୍ଧ —୧୩. Unadulterated.