ପୌତ୍ରୀ

ଉଚ୍ଚାରଣ

ସମ୍ପାଦନା
(ପୌତ୍ରିଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ପୌତ୍ର+ ସ୍ତ୍ରୀ. ଈ)

ସମ୍ପାଦନା

ପୁଅର ଝୀଅ; ନପ୍ତ୍ରୀ; ନାତୁଣୀ — Son's daughter.

ବିଶେଷଣ - ପୁଂ. (ପୌତ୍ର+ ଇନ୍)

ସମ୍ପାଦନା

ଯାହାର ନାତି ହୋଇଥାଏ — Having a son's son.