ପୋଷେ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ଓବିଶେଷଣ - ସମ୍ପାଦନା

୧. ହାତର କରତଳ ପୁଟରେ ଏକ ଥରକେ ସମ୍ଭାଇବା ପରିମାଣ; ଏକ ପୋଷମାତ୍ର — A handful; a handful of.
୨. ଅଧ ଆଞ୍ଜୁଳିଏ

ତ‌ହିଁରୁ ପୋଷେକ ବଳା ରାଜନରେ ବ୍ରାହ୍ମଣେ ବୈଷ୍ଣବେ ଦେଇ । - ଟୀକା ଗୋବିନ୍ଦ ଚନ୍ଦ୍ର, ଯୋଗୀନ୍ଦ୍ର ବିପ୍ର