ପୋଷେ

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - ଓବିଶେଷଣ -

ସମ୍ପାଦନା
୧. ହାତର କରତଳ ପୁଟରେ ଏକ ଥରକେ ସମ୍ଭାଇବା ପରିମାଣ; ଏକ ପୋଷମାତ୍ର — A handful; a handful of.
୨. ଅଧ ଆଞ୍ଜୁଳିଏ

ତ‌ହିଁରୁ ପୋଷେକ ବଳା ରାଜନରେ ବ୍ରାହ୍ମଣେ ବୈଷ୍ଣବେ ଦେଇ । - ଟୀକା ଗୋବିନ୍ଦ ଚନ୍ଦ୍ର, ଯୋଗୀନ୍ଦ୍ର ବିପ୍ର