ପୋଷାକ
ପୋଷାକ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାବୈଦେଶିକ - ବି—(ଫାରାସୀ - ତୁଳ. ସଂସ୍କୃତ - ବେଶଭୂଷା)
ସମ୍ପାଦନା- ୧. ପରିଚ୍ଛଦ, ବେଶ —୧. Dress; clothing.
କି ଭଳି ପୋଷାକ ଲୋଡ଼ା ହେବ ତହିଁ—ରାଧାନାଥ ଦରଦାର
- ୨. ସଭ୍ୟ ସମାଜରେ ଅନୁମୋଦିତ ପରିଚ୍ଛଦ; ଫେସନର ଅନୁକୂଳ ବେଶଭୂଷା —୩. Dress approved for social functions; fashionable dress.
- ୩. କୌଣସି ପଦରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ପରିଧାନାର୍ଥ ନିର୍ଦିଷ୍ଟ ପରିଚ୍ଛଦ —୩. Particular dress laid down to be worn by a person holding a particular office.
(ଯଥା—ପୁଲିସ୍ ପୋଷାକ; ଦରବାର ପୋଷାକି)
[ଦ୍ରଷ୍ଟବ୍ୟ —ଏହି ଶବ୍ଦ ଅନ୍ୟ ଶବ୍ଦର ସହଚରରୂପେ ମଧ୍ୟ ବ୍ୟବହୃତ ହୁଏ, ଯଥା—ଖୋରାକ ପୋଷାକ]