ପୋଡ଼ାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ପୋଡ଼ିବା କ୍ରିୟାର ଣିଜନ୍ତ ରୂପ — ୧. The causative form of Poṟḍ̠ibā.
୨. ଅନ୍ୟଦ୍ୱାରା ପୋଡ଼ିବା କ୍ରିୟା କରାଇବା — ୨. To cause to be burnt;

ବାସ ଲାଙ୍ଗୂଳେ ବେଢ଼ାଇ ବହ୍ନିରେ ଦେଲା ପୋଡ଼ାଇ ଭଞ୍ଜ, ବୈଦେହୀଶବିଳାସ