ପୋଟଳ

ଉଚ୍ଚାରଣ

ସମ୍ପାଦନା

ପୋଟଳକ, ପୋଟଳିକାଅନ୍ୟରୂପ

  • (file)

ସଂସ୍କୃତ - ବି—(ପୁଟ ଧାତୁ=ସଂଶ୍ଳିଷ୍ଟ ହେବା+ଅଳ)

ସମ୍ପାଦନା
୧. ମିଳନ; ସଂଶ୍ଳେଷ; ଯୋଗକରଣ — ୧. Mixing; joining.
୨. ଆଲିଙ୍ଗନ —୨. Embrace.
୩. ମୁଳଦୁଆ; ଭିତ୍ତି —୩. Foundation.
୪. ପୋଟଳା; ପୁଡ଼ା —୪. Packet; bundle.

ଦେଶଜ - ବିଶେଷ୍ୟ -

ସମ୍ପାଦନା

ପଟୋଳ (ଦେଖ) - — Paṭoḻa (See)