ପୋଚାଇ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପ୍ରାଦେଶିକ - (ସିଂହଭୂମ) ବିଶେଷ୍ୟ - (ତୁଳ. ହିନ୍ଦୀ - ପଚବାଇ; ବଙ୍ଗାଳୀ - ପଚାଇ) ସମ୍ପାଦନା

ଚାଉଳ, ଯବ ଆଦିକୁ ସଢ଼ାଇ ତାକୁ ରାନ୍ଧି ଚୂଆଇ ଯେଉଁ ମଦ ତିଆରି କରାଯାଏ — Spirit destilled from fermented rice or barley.