ପୋଖତା ଘର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - ସମ୍ପାଦନା

୧. ସ୍ତ୍ରୀର ସନ୍ତାନ ଜନ୍ମ ହେବା — ୧. Delivery of a child.
୨. ପୋଖତି ଶାଳ (ଦେଖ) - — ୨. Pokhati ṡāḻa (See)
୩. କୌଣସି ପରିବାରରେ ସନ୍ତାନ ଜନ୍ମ ହେବା ସମୟ ବା ଉତ୍ସବ (ତୁଳନା କର — ବିଭାଘର, ବ୍ରତଘର, ଆଶୀର୍ବାଦ ଘର) — ୩. The state of or the cermonies perfomed in connection with a birth in a family.