ପୈତୃକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷଣ - (ପିତୃ+ସମ୍ୱନ୍ଧାର୍ଥେ. କ) ସମ୍ପାଦନା

୧. ପିତୃସମ୍ୱନ୍ଧୀୟ —୧. Paternal; relating to one's father.
୨. ପିତୃପିତାମହାଦି ସମ୍ୱନ୍ଧୀୟ —୨. Ancestral.