ପେସ୍ କସ୍
ପେସ୍ କସ୍
ଉଚ୍ଚାରଣ
ସମ୍ପାଦନା(ପେସ୍କସ୍—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷ୍ୟ - (ଫା)
ସମ୍ପାଦନା- ୧. ସମ୍ରାଟକୁ ଦିଆଯିବା ନଗଦ ସଲାମୀ; ନଜରାନା; ଉପଢୌକନ —୧. A present in cash given to an emperor as a show of homage or fealty.
- ୨. ଜମିଦାର ଓ ରାଜାମାନେ ସରକାରଙ୍କୁ ଦେବା ରାଜସ୍ୱ — ୨. Peiskash; tribute; revenue paid by Rajas and Zamindars to Government.
[ଦ୍ରଷ୍ଟବ୍ୟ —ଓଡ଼ିଶା ଗଡ଼ଜାତର ରାଜାମାନେ ସରକାରଙ୍କ ଦେଉଥିବା ପେସ୍କସ୍ସ୍ର ବିବରଣ ଯଥା—
ଗଡ଼ଜାତର ନାମ ବର୍ଗମାଇଲ୍ ରାଜସ୍ୱ ଆଦାୟ (ଟଙ୍କା) ପେସ୍ କସ୍ (ଟଙ୍କା)
ଆଠଗଡ଼ ୧୬୮: ୧୭୧: ୨୮:
ଆଠମଲ୍ଲିକ ୭୩: ୨ ୪୮:
ବାମଡ଼ା ୧୯୮୮: ୫୯୧: ୭୫:
ବାଡ଼ାମ୍ୱା ୧୩୪: ୧୮: ୧୩୯୮:
ବୌଦ ୧୨୬୪: ୨୮୨: ୮
ବଣେଇ ୧୨୯୬: ୨୩୬: nbsp;୨୭:
ଦଶପଲ୍ଲା ୫୬୮: ୧୫୧: ୬୬୧:
ଢ଼େଙ୍କାନାଳ ୧୪୬୩: ୫୯: ୫୯୯:
ଗାଙ୍ଗପୁର ୨୪୯୨: ୬୫୫: ୧
ହିନ୍ଦୋଳ ୩୧୨: ୧୨୨: ୫୫୧:
କଳାହାଣ୍ଡି ୩୭୪୫: ୬୩୨: ୧୬:
କେନ୍ଦୁଝର ୩୯୬: ୯୪୨: ୧୭୧:
ଖଣ୍ଡପଡ଼ା ୨୪୪: ୧୩୫: ୪୨୧୨:
ମୟୂରଭଞ୍ଜ ୪୨୪୩: ୨୭୩୭: ୧୬୮:
ନରସିଂହପୁର ୧୯୯: ୧୧୬: ୧୪୫୬:
ନୟାଗଡ଼ ୫୮୮: ୩୫୪: ୫୫୨୫:
ନୀଳଗିରି ୨୭୮: ୧୯୩: ୩୯:
ପାଲଲହଡ଼ା ୪୫୨: ୮ ୨୬୭:
ପାଟଣା ୨୩୯୯: ୮୫୫: ୧୩୫:
ରଣପୁର ୨୩: ୬୬: ୧୪୧:
ରେଢ଼ାଖୋଲ ୮୩୩: ୮୭: ୨
ସୋନପୁର ୯୬: ୩୭୫: ୧୨:
ତାଲଚେର ୩୯୯: ୨୭୮: ୧୪:
ତିଗିରିଆ ୪୬: ୩୨: ୮୮୨:
ସଢ଼ୈକଳା ୪୪୯: ? :
ଖରସୁଆଁ ୧୫୩: ? :
ୟଙ୍ଗ୍ ଉତ୍କଳ ୧. ୮: . ୧୯୩୨:
- ୩. କମରବନ୍ଧ —୩. A belt.
- ୪. ବକ୍ରାକାର କ୍ଷୁଦ୍ର ଅସ୍ତ୍ରବିଶେଷ (ଏହା ସମରବନ୍ଧର ଗୁପ୍ତ ଭାବରେ ଲୁକାୟିତ ଥାଏ) —୪. A crooked dagger kept concealed below the belt.