ପେରୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ସଂସ୍କୃତ - ବି—(ପୀ. ଧାତୁ= ପିଇବା+କର୍ତ୍ତୃ. ରୁ) ସମ୍ପାଦନା

୧. ସମୁଦ୍ର — ୧. Ocean.
୨. ଅଗ୍ନି —୨. Fire.
୩. ସୂର୍ଯ୍ୟ —୩. The sun.
୪. ସ୍ୱର୍ଣ୍ଣାଦ୍ରି; ସ୍ୱର୍ଣ୍ଣଗିରି; ମେରୁଗିରି — ୪. The mythological Golden monutain.

ସଂସ୍କୃତ - ବିଶେଷଣ - ସମ୍ପାଦନା

୧. ରକ୍ଷାକାରୀ (ହିନ୍ଦୀ - ଶ.) — ୧. Protecting; saving.
୨. ପୂରଣକାରୀ (ହିନ୍ଦୀ - ଶ.) —୨. Filling up.

ବୈଦେଶିକ - ବିଶେଷ୍ୟ - (ଇଂ) ସମ୍ପାଦନା

୧. (ଦକ୍ଷିଣ ଆମେରିକାର ପେରୁଦେଶର ନାମରୁ; ତୁଳ. ଫାରାସୀ - ପୀଲ୍=କୁକୁଡ଼ା)—ଆମେରିକାରୁ ପ୍ରଥମେ ଆନୀତ ଗୃହପାଳିତ ବୃହଦାକାର କୁକ୍କୁଟ ବିଶେଷ ୧. A Turkey cock.
୨. ଦକ୍ଷିଣ ଆମେରିକାର ଦେଶବିଶେଷ — ୨. Peru, a country of South America.