ପେଣ୍ଡି ଝଲକା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - ବିଶେଷ୍ୟ - (ବଣିଆ ଶବ୍ଦ) ସମ୍ପାଦନା

କାନର ବାଉଳି ଦେହରେ ପେନ୍ଥା ପେନ୍ଥା ହୋଇ ଝୁଲୁ ଥିବା ଝରା; ବାଉଳି ପରି ଉପର କାନର ଗୋଟିଏ ଅଳଙ୍କାର — An ear ornament consisting of a bunch of pendants suspended from a ring.