ପେଣ୍ଟିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ପ୍ରାଦେଶିକ - (ଜୟପୁର) ବିଶେଷ୍ୟ - ସମ୍ପାଦନା

ଏକଜାତୀୟ ଓଡ଼ିଶା କୃଷକ — A class of Oriya cultivators of Jaypur in Vizag district.

[ ଦ୍ର—ଏମାନେ ବସ୍ତର ଅଞ୍ଚଳରୁ ଆସି ଜୟପୁରର୍ ବାସ କରିଅଛନ୍ତି ]