ପେଡ଼ି ଭୋଗ

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ପ୍ରାଦେଶିକ - (ପୁରୀ) ବିଶେଷ୍ୟ -

ସମ୍ପାଦନା

ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ରଥରେ ଥିବା ସମୟରେ ଦୂରବର୍ତ୍ତୀ ଗ୍ରାମର ଲୋକମାନେ ପେଡ଼ିରେ ଯେଉଁ ମିଷ୍ଟାନ୍ନ ନୈବେଦ୍ୟ ପଦାର୍ଥମାନ ବହି ନେଇ ସେହି ପେଡ଼ି ସହିତ ଭୋଗ ଲଗାନ୍ତି — Sweets carried in cane boxes from a distance and offered to the Deities Jagannātha, which on cars Baḻabhadra and Subhadrā during the car festival in Puri.