ପେଡ଼ି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପେଟିକା; ପେଡ଼ା) ସମ୍ପାଦନା

୧. ମଞ୍ଜୁଷା; କାଠର ବା ବାଉଁଶର ଆବରଣଯୁକ୍ତ ଆଧାର — ୧. A basket with a lid.
୨. (ସଂସ୍କୃତ - ପିଣ୍ଡ; ପୀଠ) ଚନ୍ଦନ ପେଡ଼ି —୨. A stone slab to grind sandal wood into paste.

ପ୍ରାଦେଶିକ - (୚ଞ୍ଜାମ) ବିଶେଷ୍ୟ - ସମ୍ପାଦନା

ବାକ୍ସ —A box.