ପେଟି ମାଛ
(ପେଟ ମାଛ—ଅନ୍ୟରୂପ)
ମାଛର ପେଟ ନିକଟରୁ କଟା ଯାଇଥିବା ଅଂଶ ବା ଖଣ୍ଡ —Bits cut from the belly of a large fish.
[ ଦ୍ର—ଏଥିରେ ମାଛର ଅନ୍ୟ ଅଂଶ ଅପେକ୍ଷା କମ କଣ୍ଟା ଥାଏ ଓ ଏହା ତେଲିଆ ଓ କୋମଳ ଥିବାରୁ ରନ୍ଧା ବା ଭଜା ହେଲେ ଖାଇବାକୁ ଭଲ ଲାଗେ]