ପେଜ
ପେଜ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପେୟ) ସମ୍ପାଦନା
ରନ୍ଧା ଭାତର ଫେଣ; ଭାତ ରାନ୍ଧିଲେ ଯେଉଁ ଫେନମୟ ଜଳ ବାହାରେ —Water let down from a pot of boiling rice; foam-broth of boiling rice; scum of boiled rice.
ପ୍ରାଦେଶିକ - (ଜୟପୁର) ବିଶେଷ୍ୟ - ସମ୍ପାଦନା
ଭାତ; ପକ୍ୱାନ୍ନ —Boiled rice.
(ବସ୍ତର ଓ ଜୟପୁର)—ଜାଉ —Rice-gruel.
(ସମ୍ୱଲପୁର ଓ ଲରିଆ ଭାଷା)—ପଖାଳ —Moistened boiled rice.
(ଯଥା—ତଏଁ ପେଜ୍ ଥଓନ୍କା ?= ତୁମ୍ଭେ ପଖାଳ ଖାଇଲଣି କି ?)