ପେଚ ଜନ୍ତା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ବଣିଆ ଶବ୍ଦ) ସମ୍ପାଦନା

ଅଳଙ୍କାରର ନାଡ଼ରେ ବା ସାଧା କଣ୍ଟାରେ ପେଚର ଘରା କରିବା ପାଇଁ ଛିଦ୍ର ଥିବା ଇଷ୍ପାତ ଦଣ୍ଡରେ ବା ପତ୍ରରେ ତିଆରି ହତିଆର —An instrument of steel for turning nails or pins into screws.

[ ଦ୍ର—ଏହି ଜନ୍ତାରେ ଥିବା ଛିଦ୍ରକୁ ପେଚର ଅଭିପ୍ରେତ ଆକାର ଅନୁସାରେ ବଡ଼ ଓ ସାନ କରାଯାଇ ପାରେ କଣ୍ଟାର ମୁନକୁ ଉକ୍ତ ଜନ୍ତାର ଛିଦ୍ର ମଧ୍ୟରେ ପୁରାଇ ଜନ୍ତାକୁ ଘୁରାଇଲେ କଣ୍ଟାର ଦେହରେ ପେଚର ଘରା କାଟି ହୋଇଯାଏ ]