ପେଗୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ପୟଗୁ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ନାମ) ସମ୍ପାଦନା

୧. ବ୍ରହ୍ମଦେଶର ବିଭାଗ ଓ ସହର — ୧. The dicision and town Pegu in lower Burma.

[ ଦ୍ର—ଏହି ମଗର ରେଙ୍ଗୁନର ଉତ୍ତର ପୂର୍ବରେ ଓ ସିଭାଙ୍ଗ ନଦୀ କୂଳରେ ଅବସ୍ଥିତ]

୨. ବ୍ରହ୍ମଦେଶୀୟ ଉତ୍କୃଷ୍ଟ ଘୋଡ଼ା ବା ତଟ୍ଟୁ — ୨. A pegu pony; Burmese pony.