ପୂର୍ବରୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ଅ. (ସଂସ୍କୃତ - ପୂର୍ବାତ୍) ସମ୍ପାଦନା

୧. ପୂର୍ବ ଦିଗରୁ —୧. From the east.
୨. ପ୍ରଥମ ଆରମ୍ଭରୁ — ୨. From the beginning.
୩. ଅତୀତ କାଳରୁ —୩. From before.
୪. ଏଥିର ଆଗେ —୪. Previously.
୫. ଆଗହୁଁ —୫. Beforehand.