ପୂର୍ଣ୍ଣଚ୍ଛେଦ

ଉଚ୍ଚାରଣ

ସମ୍ପାଦନା

(ପୂର୍ଣ୍ଣବିରାମ—ଅନ୍ୟରୂପ)

(ପୂର୍ଣ୍ଣଛେଦ—ଦେଶଜରୂପ)

  • (file)

ସଂସ୍କୃତ - ବିଶେଷ୍ୟ - (ପୂର୍ଣ୍ଣ+ଛେଦ; ସନ୍ଧିଦ୍ୱାରା ଛ)

ସମ୍ପାଦନା

କୌଣସି ଲେଖାକୁ ପାଠ କଲା ବେଳେ ପଢ଼ା ଦୀର୍ଘକାଳ ସ୍ଥଗିତ ରଖାଯିବାରୁ ସୁଚକ ଚିହ୍ନ; — Fullstop;

[ଦ୍ରଷ୍ଟବ୍ୟ —ଏ ଚିହ୍ନ ଇଂରାଜିରେ ଗୋଟିଏ ବିନ୍ଦୁ ଓ ଓଡ଼ିଆରେ ଗୋଟିଏ ବାଡ଼ିପରି ଆକାର]