ପୂର୍ଣ୍ଣ
ପୂର୍ଣ୍ଣ
ଉଚ୍ଚାରଣ
ସମ୍ପାଦନା(ପୂର୍ଣ୍ଣା—ସ୍ତ୍ରୀ)
ପୂର୍ଣ୍ଣତା, ପୂର୍ଣ୍ଣତ୍ୱ ବିଶେଷ୍ୟ -
ଗ୍ରାମ୍ୟ - ବିଶେଷଣ - (ପୂର ଧାତୁ+କର୍ମ. ତ)
ସମ୍ପାଦନା- ୧. ପରିପୂର୍ଣ୍ଣ — ୧. Filled up.
- ୨. ସମ୍ପୁର୍ଣ୍ଣ —୨. Complate; full.
- ୩. ସମାପ୍ତ —୩. Finished; completed.
- ୪. ସମସ୍ତ; ସମୁଚ୍ଚାୟ —୪. Whole; entire.
- ୫. ସମର୍ଥ —୫. Able.
- ୬. ସିଦ୍ଧି; ସଫଲ —୬. Successgul; fulfilled.
- ୭. ଶକ୍ତି —୭. Strong; powerful.
- ୮. ସର୍ବାଙ୍ଗ ସମ୍ପନ୍ନ —୮. Fully developed.
- ୯. ସ୍ୱାଧୀନ; ଅପେକ୍ଷା ଶୂନ୍ୟ —୯. Independent.
- ୧. ଦୋଷ ଶୂନ୍ୟ —୧୦. Flawless.
- ୧୧. ଆପ୍ତକାମ —୧୧. Having one's desire fulfilled.
- ୧୨. ଭାବଶୂନ୍ୟ (ହିନ୍ଦୀ - ଶ) —୧୨. Having no want.
ବିଶେଷ୍ୟ - (ଫୁର୍ ଧାତୁ+କର୍ତ୍ତୃ. ତ)
ସମ୍ପାଦନାଜଳ —Water.
ଦେଶଜ - ବିଶେଷ୍ୟ -
ସମ୍ପାଦନାପୂର୍ଣ୍ଣଚନ୍ଦ୍ରର ଡାକ ନାମ — Name for calling Pūrṇṇachandra.