ପୁଷ୍ପିତ

ଉଚ୍ଚାରଣ

ସମ୍ପାଦନା
(ପୁଷ୍ପାତା—ସ୍ତ୍ରୀ)
  • (file)

ସଂସ୍କୃତ - ବିଣ—(ପୁଷ୍ପ+ସଂଜାତ ଅର୍ଥେ ଇତ)

ସମ୍ପାଦନା
୧. କୁସୁମିତ; ଜାତପୁଷ୍ପ —୧. Flowering; in flower; flowered.
୨. ପ୍ରସ୍ଫୁଟିତ —୨. Blossommed.
୩. ପ୍ରକାଶିତ —୩. Expanded; manifested.