ପୁଷ୍ପ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ପୁଷ୍ପ ଧାତୁ+କର୍ତ୍ତୃ. ଅ) ସମ୍ପାଦନା

୧. ଫୁଲ — ୧. Flower.


୨. ସ୍ତ୍ରୀରଜଃ —୨. Menses; menstrual flux.
୩. (+ ଭାବ. ଅ) ବିକାଶ; ପ୍ରକାଶ — ୩. Expansion; exhibition.
୪. ନେତ୍ରରୋଗବିଶେଷ; ଅଖିର ଫୁଲା; ପରଳ — ୪. A disease of the eye; albugo; lencoma.

[[]] ୫ ପୁଷ୍ପକ ]] ୧ (ଦେଖ) - —୫. Pushpaka ୧. (See)