ପୁଷି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - ବି—(ବିରାଡ଼ିକୁ ଡାକିବା ସମୟରେ କରାଯିବା ସିଟି ଧ୍ୱନିର ଅନୁକରଣରେ ନିଷ୍ପନ୍ନ ଶବ୍ଦ;ତୁଳ. ଇଂରାଜୀ - ପୁସ୍ପ୍; ଆଇରିସ୍ ଓ ଗେଲିକ୍ ପୁସ୍; ଡଚ୍—ପୋଏସ୍; ତା. ପୁସ୍ସେଇ) ସମ୍ପାଦନା

୧. ବିରାଡ଼ି —୧. Cat.
୨. ପ୍ରିୟ ବିରାଡ଼ି —୨. A pet cat.

ସମ୍ପାଦନା

ପୋଷା ବିରାଡ଼ିକୁ ସ୍ନେହରେ ଡାକିବାର ଶବ୍ଦ — A term of endearment for calling a pet cat.