ପୁରୁଣା
ପୁରୁଣା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
(ନୂଆ—ବିପରୀତ)
ଦେଶଜ - ବିଶେଷଣ - (ସଂସ୍କୃତ - ପୁରାଣ; ପୁରାତନ) ସମ୍ପାଦନା
- ୧. ପ୍ରାଚୀନ; ପୁରାତନ —୧. Old; ancient.
- ୨. ପୁରୁଖା; ପ୍ରବୀଣ —୨. Experienced.
- ୩. ବହୁକାଳରୁ ଥିବା —୩. Of long standing.
- ୪. ବହୁକାଳ ହେଲା ସଞ୍ଚିତ — ୪. Stored for a long time.
- ୫. ଅତୀତ; ପୂର୍ବତନ —୫. Former; late; past.
- ୬. ବହୁ ପୁରୁଷାଗତ —୬. Handed down from generation to generation.
- ୭. ଜୀର୍ଣ୍ଣ —୭. Worn out; decayed.
- ୮. ବୃଦ୍ଧ, ବୟସ୍କ —୮. Aged.
- ୯. ଯାହା ପୂର୍ବେ ଚଳୁ ଥିଲା କିନ୍ତୁ ବର୍ତ୍ତମାନ ଚଳୁ ନାହିଁ — ୯. Obsolete.
ଦେଶଜ - ବିଣର ବିଣ—(ଲକ୍ଷଣାର୍ଥ; ମନ୍ଦ ଅର୍ଥରେ ବ୍ୟବହୃତ) ସମ୍ପାଦନା
ଅତ୍ୟନ୍ତ —Very; veryy much; excessive.
(ଯଥା—ପୁରୁଣା ମାଡ଼ୁଆ; ପୁରୁଣା ପାପୀ)
ଦେଶଜ - ବିଶେଷ୍ୟ - ସମ୍ପାଦନା
ପୁରାତନ ବିଷୟ ବା ପୂର୍ବକ ସଙ୍ଗୀ — Former things or past associations; for mer companion or friend.
ଆରେ କରୁଣା! ନୂଆ ଦେଖି ପାଶୋରିଲୁ ପୁରୁଣା—ଢ଼ଗ