ପୁରସ୍ତମି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପୁରସ୍ତମିଆ(ୟା)—ଅନ୍ୟରୂପ

ପୁରସ୍ତମାଣୀ,ପୁରସ୍ତମିଆଣୀ,ପୁରସ୍ତମିୟାଣୀସ୍ତ୍ରୀ

  • (file)
  • (file)

ଗ୍ରାମ୍ୟ - ବିଶେଷଣ - ସମ୍ପାଦନା

୧. ପୁରିଆ; ପୁରୀ ସମ୍ୱନ୍ଧୀୟ; ପୁରୁଷୋତ୍ତମ ସମ୍ୱନ୍ଧୀୟ —୧. Pertaining to the town of Puri.

ପୁଲିଙ୍ଗ - ସମ୍ପାଦନା

୨. ପୁରୀର ଅଧିବାସୀ — ୨. Resident of puri.