ପୁରସ୍ତମ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ପୁରୁଷୋତ୍ତମାର ଅଶୁଦ୍ଧ ଉଚ୍ଚାରଣ) ସମ୍ପାଦନା

୧. ଶ୍ରୀ କ୍ଷେତ୍ର; ପୁରୀ ସହର — ୧. The town of Puri.

ଯାଉଛି ଅନ୍ଧ ପୁରସ୍ତମକୁ ହେ ଅନ୍ଧ ସୁଆଙ୍ଗ ଗୀତା

୨. ପୁରୁଷୋତ୍ତମ ନାମକ ବ୍ୟକ୍ତିର ଡାକ ନାମ — ୨. Name of calling a person named Purushottama.