ପୁଣ ପୁଣ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ଅ. (ସଂସ୍କୃତ - ପୁନଃ ପୁନଃ) ସମ୍ପାଦନା

୧. ପୁନଃ ପୁନଃ —୧. Repeatedly.

ଭଇ ତୁଲେ ଇନ୍ଦ୍ର ରଥକୁ ପ୍ରଦକ୍ଷିଣ କରିଣ ନମସ୍କାର କଲେ ପୁଣ ପୁଣ କୃଷ୍ଣସିଂହ, ମହାଭାରତ. ବନ

୨. ଉପର୍ଯ୍ୟୁପରି —୨. Over and over.
୩. ଥରକୁ ଥର —୩. Again and again; several times.