ପୁଣ୍ଡା

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ପ୍ରାଦେଶିକ - (କଟକ)ବିଶେଷଣ -

ସମ୍ପାଦନା

ହୃଷ୍ଟପୁଷ୍ଟ; କୋଧଆ; ଫାପୁଲା — Fat; corpulent.

ପ୍ରାଦେଶିକ - (ଗଡ଼ଜାତ)—ବିଶେଷ୍ୟ -

ସମ୍ପାଦନା

ଗାଈ, ମଇଁଷି ଆଦିଙ୍କ ପଲ ବା ଦଳ — A herd of cows or buffaloes.