ପୁଡ଼ୁକା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ପ୍ରାଦେଶିକ - (ଗଞ୍ଜାମ ଓ ଜୟପୁର) ବିଶେଷ୍ୟ - ସମ୍ପାଦନା

ଛତୁ, ଚୂନା ମାଛ, କଖାରୁ ଡଙ୍କ ଆଦି ତେଲ ମସଲା ଲୁଣ ଗୋଳା ଯାଇ ଦହକ ନିଆଁରେ ପୋଡ଼ ଯିବା ପତର ପୁଡ଼ା; ପତର ପୋଡ଼ା — A small quantity of small fishes, tender leaves of some creepers, and mushroom dressed in red hot charcoal while enclosed in a packet of leaves.