ପୁଡ଼ା
ପୁଡ଼ା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାପୁଡ଼ା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପୁଟ)
ସମ୍ପାଦନା- ୧. ନାକର ଦୁଇ ପାଖର ରନ୍ଧ୍ର; ନାସାପୁଟ —୧. The nostrils.
- ୨. ପୋଟଳା —୨. Packet.
ନାନା ବ୍ୟଞ୍ଜନ ଗୁଡ଼ ଦଧି ପୁଡ଼ା ଗୋଟିଏ ଦେଲେ ବାନ୍ଧି—ଜଗନ୍ନାଥ. ଭାଗବତ
- ୩. (ସଂସ୍କୃତ - ପୃଷ୍ଠା)—ପୁସ୍ତକର ପୃଷ୍ଠା — ୩. Page of a book.
- ୪. ଜାଉଁଳି କବାଟର ବା ପଞ୍ଜାବର ଏକ ପଟ ବା ଫାଳ — ୪. Door-leaf.
କେଉଁମାନେ ଘର ଗବାକ୍ଷ ପୁଡ଼ା ଫେଇ—କୃଷ୍ଣସିଂହ, ମହାଭାରତ. ଆଦି
- ୫. ଫରକଟା ହୋଇ ଠିଆ ହେବା ମନୁଷ୍ୟର ଦୁଇ ଗୋଡ଼ର ମଧ୍ୟବର୍ତ୍ତୀ ଖିଲାଣ ଆକୃତି ସ୍ଥାନ —୫. The arch made by the legs extended by a person while standing astrides.
- ୬. ଧାନ ଆଦିର ଛୋଟ ଓଳିଆ —୬. A small round packet of grains enclosed inside straw.
- ୭. ଠାକୁରଙ୍କୁ ଦିଆଯିବା ଖାଦ୍ୟ ସାମଗ୍ରୀର ସଞ୍ଚା — ୭. A present of victuals made to a Deity.
- ୮. ଦୁଇପାଖ ବା ମୁଣ୍ଡ ଥିବା ବସ୍ତୁର ଏକପାଖ ବା ମୁଣ୍ଡ — ୮. One end or face of a double-faced thing.
ମୃଦଙ୍ଗ ପୁଡ଼ା ବେନି ପଟରେ ପିଟିଲେ—କୃଷ୍ଣସିଂହ. ମହାଭାରତ. ବନ
ପ୍ରାଦେଶିକ - (ସିଂହଭୂମ ଓ ମେଦିନୀପୁର) ବିଶେଷ୍ୟ -
ସମ୍ପାଦନା- ୧. ଓଳିଆ — ୧. A packet of grains enclosed inside crushed straw.
- ୨. (ବାଲେଶ୍ୱର) ପୋଡ଼ା (ଦେଖ) - —୨. Poṟḍ̠ā (See)