ପୁଚ୍ଛ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ପିଚ୍ଛ ଧାତୁ=ପୀଡ଼ନ କରିବା+କର୍ତ୍ତୃ ଅ; ନିପାତନ) ସମ୍ପାଦନା

୧. ଲାଞ୍ଜ; ଲାଙ୍ଗୁଡ଼ —୧. Tail.
୨. ପକ୍ଷୀର ଲାଞ୍ଜ; ଲଞ୍ଜା; ପଙ୍ଖା — ୨. Tail feather of a bird.
୩. ଲାଞ୍ଜି; କୌଣସି ଲମ୍ୱ ପଦାର୍ଥରେ ଶେଷ ଭାଗ — ୩. The end or extremity of a long thing.
୪. ଶେଷ ମୁଣ୍ଡ ବା ପାଖ — ୪. Tail-end of a thing.
୫. ପଶ୍ଚାଦ୍ଭାଗ —୫. Hind part.

ଦେଶଜ - ବିଶେଷ୍ୟ - ସମ୍ପାଦନା

ଶରୀରରେ ମଧ୍ୟଭାଗ —The middle of the body.

କେ ଭାଷେ ଏ ଶସୁ ତଳେ ବିଧା ତା ଦଲଟାଇଛି ଜଘନ—ପାତ୍ରୀ ତା. ବାନ୍ଧିବାକି ପୁଚ୍ଛେ. ଏହା ଡମ୍ୱରୁ ମଧ୍ୟେ ଦ୍ଦଣ୍ଟ ସ୍ୱଚ୍ଛେ ଭଞ୍ଜ—କୋଟିବ୍ରହ୍ମାଣ୍ଡ ସୁନ୍ଦରୀ