ପୁଆର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - ବିଶେଷ୍ୟ - (ବଣିଆ ଶବ୍ଦ) ସମ୍ପାଦନା

ଠସା ଉପରେ ସୁନା ବା ରୂପାର ପତ୍ର ଥୋଇ ଯେଉଁ ଅଳଙ୍କାର ଗଢ଼ା ଯିବ ତହିଁ ପାଇଁ ଅଭିପ୍ରେତ ବିଶିଷ୍ଟ ଛେଣି —A small metal pestle with which thin metal leaves are beaten in to a hollow bulb.