ପୀଠ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ପିଠ ଧାତୁ=କ୍ଳିଷ୍ଟ ହେବା+ଅଧୀକରଣ ଅ) ସମ୍ପାଦନା

ନିପାତନ୧ ବସିବାର ସ୍ଥାନ; ପିଢ଼ା —୧. A stool; a seat.

୨. ଚଉକି —୨. Chair.
୩. ଧର୍ମ କ୍ଷେତ୍ର; ଧର୍ମ କେନ୍ଦ୍ର; ତୀର୍ଥ — ୩. A place of pilgrimage; religious centre.
୪. ଦେବତାଙ୍କ ଅଧୀଷ୍ଠିତ ସ୍ଥାନ — ୪. A shrine; the seat of a Deity.
୫. ଦେଉଳରେ ମୁଳ ଅଂଶ — ୫. The pedestal of a temple.
୬. ଦେବତା ଆଦିଙ୍କତ ମୂର୍ତ୍ତୀରେ ଗୋଡ଼ତଳର ବଇଠି — ୬. The pedestal of an image.
୭. ବଇଠି —୭. Base; basis.
୮. ପିଣ୍ଡି; ଉଚ୍ଚ ସମତଳ ସ୍ତୁପ — ୮. A raised platform or mound.
୯. ବେଦୀ —୯. Alter.
୧. ଧର୍ମ ଶାସ୍ତ୍ର ଅଧ୍ୟୟନ କରୀ ଛାତ୍ରଙ୍କ ବ୍ୟବହୃତ କୁଶାସନ — ୧୦. The seat of a religious student made of Kuṡa grass. (Apte)
୧୧. ବସିବାର ପ୍ରକାର ବିଷେଷ; ଅସନ ବିଶେଷ — ୧୧. A particular posture in sitting (Apte).
୧୨. (ଜ୍ୟୋମିତି) ବୃତ୍ତଖଣ୍ଡର ପୂରକ — ୧୨. (Geometry) The compliment of a segment (Apte)
୧୩. (ପୁରଣମତେ) ମହାଦେବପତ୍ନି ସତୀ ଦେବୀଙ୍କର ମୃତ ଶରୀରରେ ଭିନ୍ନ ଭିନ୍ନ୍ ଅବୟବ ଖଣ୍ଡ ପଡିଥିବାର ସ୍ଥାନ, ଯାହାକି ହିନ୍ଦୁ ମାନଙ୍କର ଦୀର୍ଥରୁପେ ପରିଗଣିତ ହୋଇଅଛି; ସିଦ୍ଧ କ୍ଷେତ୍ର —୧୩. Place on which the different limbs of a body of Ṡiba's consort Satī fell and which have thrned into places of pilgrimage.

[ ଦ୍ର—ସତ୍ୟଯୁଗରେ ଦକ୍ଷ ପ୍ରଜାପତି ଗୋଟିଏ ଯଜ୍ଞ୍ୟ ଅନୁଷ୍ଠାନ କଲେ ସେହି ଯଜ୍ଞକୁ ଅପଣାର ଜ୍ୱାଇଁ ମହାଦେବଙ୍କୁ ନିମନ୍ତ୍ରଣ କଲେ ନାହିଁ, କିନ୍ତୁ ଦକ୍ଷ କନ୍ୟା ମହାଦେବଙ୍କ ପତ୍ନି ସତୀ ଦେବୀ ସେଠାକୁ ଯିବାରୁ ଦକ୍ଷ ମହାଦେବଙ୍କୁ ଗାଳିଦେଲେ ସତୀ ସ୍ୱମୀଙ୍କର ଅପମାନ ସହ୍ୟ କରି ନପାରି ଯଜ୍ଞ କୁଣ୍ଡରେ ଝାସ ଦେଇ ପ୍ରାଣତ୍ୟାଗ କଲେ ମହାଦେବ ଆସି ଏହା ଦେଖି କୋପାନ୍ୱିତ ହୋଇ ଦକ୍ଷ ଯଜ୍ଞକୁ ନଷ୍ଟ କରି ସତୀଙ୍କ ମୃତ୍ୟୁ ଦେହକୁ କାନ୍ଧରେ ପକାଇ ତ୍ରିଭୁବନ ଭ୍ରମଣ କଲେ ଏହା ଦେଖି ବିଷ୍ଣୁ ସୁଦର୍ଶନ ଚକ୍ରଦ୍ୱାରା ସତୀଙ୍କ ଦେହକୁ ଖଣ୍ଡ ବିଖଣ୍ଡ କରି ପକାଇଲେ ଓ ତାହାର ଅଂଶମାନ


ଛିଡ଼ିକୁ କରି ପଡ଼ିଲା ସେ ହି ସବୁ ସ୍ଥାନ ୫୧ ପୀଠ ଓ ୨୬ ଉପପୀଠ ନାମରେ ମହାତୀର୍ଥ ରୁପେ ପରିଗଣିତ ହେଲା ପ୍ରତ୍ୟେକ ପୀଠରେ ଏକ ଦେବୀ ଭୈରବୀ ଓ ଏକ ଭୈରବଙ୍କ ଉଦ୍ଭବ ହେଲା ପୀଠ ଓ ଉପପୀଠ ସମ୍ୱନ୍ଧରେ ପୁରାଣମାନଙ୍କରେ ସ୍ଥାନଭେଦ, ଅଙ୍ଗଭେଦ ଓ ମତଭେଦ ଲକ୍ଷିତ ହୁଏ

ପୀଠ ସ୍ଥାନମାନ ଯଥା—

୧. ୨ ୩ ୪

ହି ସେହି ସ୍ଥାନରେ  ଅଙ୍ଗ ପଡ଼ିବାର ସ୍ଥାନ  ସେଠାର ଭୈରବଙ୍କ   ଭୈରବଙ୍କ ନାମ

ପଡ଼ିଥିବା ସତୀଙ୍କ ଅଙ୍ଗର ନାମ  ନାମ

୧. . ବ୍ରହ୍ମ ରନ୍ଧ୍ର  ହିଙ୍ଗୁଳା ସ୍ଥାନ  (ବେଲୁଚି ସ୍ଥାନ କୋଟ୍ଟରୀ ଭୀମଲୋଚନ
୨. . ତ୍ରିନେତ୍ର  ଶର୍କର  ମହୀଷମର୍ଦୀନୀ କ୍ରୋଧୀଶ
୩. . ନତ୍ରାଂଶ  ତାରା ତାରା  ତାରୀଣି ଇନ୍ନତ୍ତ
୪. . ବାମ କର୍ଣ୍ଣ  କରତୋୟାତଟା   ଅପର୍ଣ୍ଣା ବା ଶିଖର ବସିନୀ  ବାମେଶ ବା  ମଦନ ଭୈରବ
୫. . ଡାହାଣ କର୍ଣ୍ଣ   ଶ୍ରିପର୍ବତ ବା କର୍ଣ୍ଣାଟ  ଶ୍ରୀ ସୁନ୍ଦରୀ ବା ଜୟ ଦୁର୍ଗା  ସୁନ୍ଦରାନନ୍ଦ ବା ଅଭୀରୁ
୬. . ନାସିକା ସୁଗନ୍ଧା ସୁନନ୍ଦା  ତ୍ୟମ୍ୱକ
୭. . ମନଃ ବା ଭ୍ରୁମର   ବକ୍ର ନାଥ  ପାପହରା ବା ମହିଷ ମିର୍ଦ୍ଦିନୀ   ବକ୍ର ନାଥ
୮. . ବାମ ଗଣ୍ଡ  ଗୋଦାବରି   ବିଶ୍ୱମାତୃକା ବା ରାକିଣୀ  ବିଶ୍ୱେସ ବା ଦଣ୍ଡପାଣି
୯. . ଜାହାଣଗଣ୍ଡ   ଗଣ୍ଡୁ,ଗଣ୍ଡକୀ   ଗଣ୍ଡକୀ ଚଣ୍ଡି   ଚକ୍ର ପାଣି
୧. . ଊର୍ଧ ଦନ୍ତ ଅନଳ ନାରାୟଣୀ ସଂକ୍ରୁରା ବା ସଂହର
୧୧. . ଅଧୋଦନ୍ତ ପଞ୍ଚସାଗର ବାରାହୀ  ମହାରୁଦ୍ର
୧୨. . ଜିହ୍ୱା ବା ଜ୍ୱାଳାମୁଖୀ ବା ପଦାଙ୍ଗୁଳି ବିରାଟ  ଅମ୍ୱିକା  ଅମୃତାକ୍ଷ; ବଟୁକେଶ୍ୱର ବା ଉନ୍ନତ ଭୈରବ
୧୩. . କଣ୍ଟ  କାଶ୍ମୀର  ମହାମାୟା   ତ୍ରିସନ୍ଧି
୧୪. . ଗ୍ରିବ  ଶ୍ରିହଟ୍ଟ ବା ଶ୍ରୀଶୈଳ   ମହାଲକ୍ଷ୍ମୀ  ସର୍ବାନନ୍ଦ ବା ସମ୍ୱରାନନ୍ଦ
୧୫. . ଓଷ୍ଟ  ଭୈରବ ପର୍ବତ ଅବନ୍ତି ଲମ୍ୱ କର୍ନ
୧୬. . ଅଧର ବା ଉଦର ପ୍ରଭାସ ଚନ୍ଦ୍ରଭାଗା ବକ୍ର ତୁଣ୍ଡ
୧୭. . ମର୍ମ  ପ୍ରଭାଷ କଣ୍ଡ  ସିଦ୍ଧେଶ୍ୱର  ସିଦ୍ଧେଶ୍ୱର
୧୮. . ଚିବୁକ ଜନସ୍ଥଆନ ଭ୍ରାମରୀ ବିକୃତାକଙ୍ଗ
୧୯. . ଦ୍ୱିହସ୍ତାଙ୍ଗୁଳି ପ୍ରୟାଗ କମଳା; କଲ୍ୟାଣୀ ବା ଲଳିତା  ବେଣୀ ମାଧବ ବା ଭବ
୨. . ଡାହାଣହସ୍ତ ମାନସରୋବର ଦାକ୍ଷାୟଣୀ ହର ବା ଅମର
୨୧. . ଡାହାଣ ବାହୁ ଚଟ୍ଟଗ୍ରାମ ଭବାନୀ ଚନ୍ଦ୍ର ଶେଖର
୨୨. . ବାମ ସ୍କନ୍ଧ  ମିଥିଳ  ମହାଦେବ  ମହାଦର
୨୩. . ଡାହାଣସ୍କନ୍ଧ  ରତ୍ନାବଳୀ  କୁମାରୀ ବା ଶିବା  ଶିବା ବା କୁମାକୀ
୨୪. . ବାମ ମଣିବନ୍ଧ ମଣିବନ୍ଧ  ଗାୟତ୍ରୀ   ଶଙ୍କର ବା ସର୍ବାନନ୍ଦ
୨୫. . ଡାହାଣ ମଣିବନ୍ଧ  ମଣିଦେବ ବା ମଣିବନ୍ଧ  ସାବୀତ୍ରି   ସ୍ଥାଣୁ ବା ସର୍ବାନନ୍ଦ
୨୬. . ବାମ କହୁଣୀ  ଉକ୍କୟନୀ  ମଙ୍ଗଳ ଚଣ୍ଡିକା  କପିଳାମ୍ୱର
୨୭. . ଡାହାଣକହୁଣୀ/ / ବହୁଳା/ / ବହୁଡ଼ା/ / ମହାକାଳ
୨୮. . ବାମବାହୁ  ବହୁଳା  ବହୁଳା  ଭୀରିକ
୨୯. . ଡାହାଣ ବାହୁ  ବକ୍ରେଶ୍ୱର ବକ୍ରେଶ୍ୱରୀ  ବକ୍ରେଶ୍ୱରୀ
୩. . ବାମ ସ୍ତନ  ଜାଳନ୍ଧର  ତ୍ରିପୁରମାଳୀନୀ  ଭୀଷଣ
୩୧. . ଡାହାଣସ୍ତନ  ରାମଗିରି  ଶିବାନୀ  ଚଣ୍ଡି
୩୨. . ପୃଷ୍ଠ ଦେଶ  ବୈବସ୍ୱତ ବା କନ୍ୟାଶ୍ରମ  ତ୍ରିପୁଟା ବା ସର୍ବାଣୀ   ଶମନକର୍ମା
୩୩. . ହୃଦୟ ବୈଦ୍ୟନାଥ ନବ ଦୁର୍ଗା ବା ଜୟ ଦୁର୍ଗା ବୈଦ୍ୟନାଥ
୩୪. . ନାଭି  ଉତ୍କଳ ପୁରୀ; ବିରଜା କ୍ଷେତ୍ର ବା ଯାଜପୁର  ବିରଜା ବା ବିମଳା ଜୟ ବା ଜଗନ୍ନାଥ
୩୫. . ଜଠର  ହରିଦ୍ୱାର  ଭୈରବ  ବକ୍ର
୩୬. . କାଖ  କୋକ  କୋଁକେଶ୍ୱରୀ  କୋଁଣକେଶ୍ୱରୀ
୩୭. . କଙ୍କାଳ  କାଞ୍ଚି ଦେଶ  ଦବଗର୍ଭା  ଗୁରୁ
୩୮. . ବାମ ନିତମ୍ୱ  କାଳ ମାଧବ କାଳୀ  ଅସିତାଙ୍ଗ
୩୯. . ଡାହାଣ ନିତମ୍ୱ  ନର୍ମଦା  ଶୋଣାକ୍ଷୀ  ଭଦ୍ରସେନ
୪. . ମହାମୁଦ୍ରା  କାମରୁପ  କାମାକ୍ଷା ଉମାନନ୍ଦ

୪୧: . ବାମ ଜାନୁ  ମାଳବ  ଶୁଭ୍ରଚଣ୍ଡି  ତ୍ରାମ୍ରା

୪୨: . ଡାହାଣ ଜାନୁ  ସ୍ରେତା  ଚଣ୍ଡିକା  ସଦାନନ୍ଦ

୪୩: . ବାମଜଙ୍ଘ  ଜୟନ୍ତି(ଆସାମ)  ଜୟନ୍ତୀ  କ୍ରମଦାଶ୍ୱରୀ

୪୪: . ଡାହାଣଜଂଘ ବା ଜାନୁ  ନେପାଳ ବା ମଗଧ  ମହାମାୟା ବା ସର୍ବାନନ୍ଦକାରୀ  କାପାଳୀ ବା ବ୍ୟାମକେଶ

୪୫: . ବାମ ପାଦ  ତିରୋତା (ତ୍ରିସ୍ରୋତା) ଭ୍ରାମରୀ  ଅମ୍ୱର

୪୬: . ଡାହାଣ ପାଦ ତ୍ରିପୁରା ତ୍ରିପୁରା  ନଳ ବା ତ୍ରିପୁରେଣ

୪୭: . ଡାହାଣ ପାଦାଙ୍କୁଠି ଚତୁଷ୍ଟୟ  କାଳୀ ଘାଟ (କଲିକତା)  କାଳିକା  ନୁକୁଳୋଶ

୪୯: . ବାମ ଗୁଳ୍ମ  ବିଭାଷ  ଭୀମରବା ବା କପାଳନା କାରପାଳୀ

୫. . ଡାହାଣ ଗୁଳ୍ମ କୁରୁକ୍ଷେତ୍ର ସାବୀତ୍ରୀ, ସମ୍ୱରୀ ବା ବିମଳା ସମବର୍ତ୍ତ ବା ସ୍ଥଆଣୁ


୫୧: . ବାମ ପାଦାଙ୍ଗୁଳି  ବିନ୍ଧ୍ୟ ଶେଖର  ବିନ୍ଧ୍ୟବାସିନୀ  ପୁଣ୍ୟଭାଜନ ଉପପୀଠମାନଙ୍କ ନାମ

ପଡ଼ିଥିବା ସତୀଙ୍କ ଅଙ୍ଗ ପଡ଼ିବାର ସ୍ଥାନ ଭୈରବୀ ଭୈରବ ବା ଆସ୍ତ୍ରାଦିର ନାମ

୧. . କିରୀଟ   କିରୀର କୋଣା  ଭୁବନେଶୀ  ସିଦ୍ଧରୂପ
୨. . କେଣ କେଶଜାଳ (ବୃନ୍ଦାବନ) ଉମା ଭୁତେଶ
୩. . କୁଣ୍ଡଳ ବା ମଣିକର୍ଣ୍ଣୀ  ବାରାଣସୀ ବା କାଶୀ   ବିଶାଳାକ୍ଷୀ ବା ଅନ୍ନପୂର୍ଣ୍ଣା  କାଳଭୈରବ ବା ବିଶ୍ୱେଶ୍ୱର
୪. . ବାମଗଣ୍ଡାଂଶ   ଉତ୍ତରା   ଉତ୍ତରିଣୀ  ଉତ୍ସାଦନ
୫. . ଡାହାଣ ଗଣ୍ଡାଂଶ  ନଳସ୍ଥଳ   ଭ୍ରମରୀ  ବିରୁପାକ୍ଷ
୬. . ଓଷ୍ଠାଂଶ  ଅଟ୍ଟହାସ   ଫୁଲ୍ଲରା   ବିଶ୍ୱନାଥ ବା ବିଶ୍ୱେଶ
୭. . ଦଣ୍ଡାଂଶ  ସଂହର   ସୁରେଶୀ  ସୁରେଶ
୮. . ଉଚ୍ଛିଷ୍ଟ  ନୀଳାଚଳ (ପୁରୀ)  ବିମଳା  ଜଗନ୍ନାଥ
୯. . କଣ୍ଠହାର  ଅଯୋଧ୍ୟା   ଅନ୍ନପୂର୍ଣ୍ଣା  ହରିହର
୧. . ହାରାଂଶ  ନନ୍ଦୀପୁର   ନନ୍ଦିନୀ  ନନ୍ଦୀକେଶ୍ୱର
୧୧. . ଗ୍ରୀବାଂଶ ବା ଦକ୍ଷତଳ୍ପ  ଶ୍ରୀ ଶୈଳ ସର୍ବେଶ୍ୱରୀ  ଚର୍ଚ୍ଚିତାନନ୍ଦ
୧୨. . ଶିରାଂଶ  କାଳୀପୀଠ  ଚଣ୍ଡେଶ୍ୱରୀ  ଚଣ୍ଡେଶ୍ୱର
୧୩. . ଅସ୍ତ୍ର   ଚଣ୍ଡଦୀପ   ଚକ୍ରଧାରିଣୀ   ଶୂଳପାଣି
୧୪. . ପାଣିପଦ୍ମ  ଯଶୋର   ଯଶୋରେଶ୍ୱରୀ  ପ୍ରଚଣ୍ଡ ବା ଚଣ୍ଡ
୧୫. . କରାଂଶ  ସତୀଚଳ  ସୁନନ୍ଦା   ସୁନନ୍ଦ
୧୬. . ସ୍କନ୍ଦାଂଶ  ବୃନ୍ଦାବନ  କୁମାରୀ ବା କାତ୍ୟାୟନୀ  କୁମାର
୧୭. . ବସା(ଚର୍ବୀ)  ଗୌରୀଶେଖର  ଯୁଗାଦ୍ୟା ଭୀମ
୧୮. . ଶିରାନଳି  ନଳହାଟୀ  ସାଫାଳିକା ବା କାଳିକା  ଯୋଗୀଶ
୧୯. . ନିତମ୍ୱାଂଶ  ଶୋଣ  ଭଦ୍ରା ଭଦ୍ରେଶ୍ୱର
୨. . କକ୍ଷାଂଶ  ସର୍ଚ୍ଚସୈନ୍ୟ  ବିଶ୍ୱମାତା ଦଣ୍ଡପାଣି
୨୧. . ପଦାଂଶ  ତ୍ରିସ୍ରୋତା  ପାର୍ବତୀ ଭୈରବେଶ୍ୱର
୨୨. . ନୂପୁର  ଲଙ୍କା  ଇନ୍ଦ୍ରାକ୍ଷୀ  ରକ୍ଷେଶ୍ୱର
୨୩. . ଚର୍ମାଂଶ   କଟକ  କଟକେଶ୍ୱରୀ ବା କାତ୍ୟାୟନୀ  ବାମଦେବ
୨୪. . ଲୋମ  ପୁଣ୍ଡର  ସର୍ବକ୍ଷିଣୀ  ସର୍ବ
୨୫. . ଲୋମଖଣ୍ଡ  ତୌଲଙ୍ଗ   ଚଣ୍ଡନାୟିକା ଚଣ୍ଡେଶ
୨୬. . ଭଗ୍ନାଂଶ  ଶ୍ୱେତବନ୍ଧ   ଜୟା   ମହାଭୀମ