ପିହାଣିଆଁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ପିହାଣିଆ—ଅନ୍ୟରୁପ)

  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପିଧାନ) ସମ୍ପାଦନା

୧. ଇପର ପଟ ଚକିର ମଝି କଣାରେ ଦିଆଯାଇ ଥିବା ଛିଦ୍ର ଯୁକ୍ତ ଗୋଲାକାର କାଠର ଚକତି (ଯେଉଁ ଛିଦ୍ର ମଧ୍ୟରେ ତଳ ପଟେ ଚକିର କେନ୍ଦ୍ରର ମାଣିଖୁଣ୍ଟି ଗଳାଯାଇ ଚକି ଘୁରେ) —୧. A circular plece
of wood (with a hole) put into the central hole of the upper millstone (in to which the peg of the lower millstone enters when the upper mill-stone is revolved.)

୨. (ବଣିଆ ଶବ୍ଦ)ଚଉଁରି ଭୃଣ୍ଡରେ ଲାଗିଯିବା ଛିଦ୍ର ବିଶିଷ୍ଟ ଶରା ଆକୃତିର ଧାତୁର ଅଳଙ୍କାର —୨. A metal pan-shaped ornament attached to the end of a hair pin.
୩. ସ୍ତ୍ରୀମାନଙ୍କ ବେଣିର ଶେଷ ଭାଗରେ ଝୁଲୁଥିବା ପିହାଣ ଆକାରର ଭୁଣ୍ଡି —୩. A bit of shallow pan-shaped ornament attached t othe end of a cord attached to the braid of hair.
୪. ପିହାଣ ବା ପଲମ ଆକୃତିର ଏକପ୍ରକାର ଅଳଙ୍କାର (ଏହା ବାଜୁ ଇତ୍ୟାଦିର ଡୋର ଅଗରେ ଭୁଣ୍ତି ଉପରେ ଦିଆଯାଏ) — ୪. A piece of shallow pan-like oranament (attached to the end of the string of an armlet).