ପିଲେଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - କ୍ରି. ସମ୍ପାଦନା

୧. ପ୍ରୟୋଗ କରିବା — ୧. To apply.
୨. (ବୁଦା ଆଦି ସତେଜ ହୋଇ) କୁଆଁ ମାରିବା — ୨. (a bush) To shoot forth sprouts.

=== ପ୍ରାଦେଶିକ - (ଗଡ଼ଜାତ)

(ବେଉଷଣପରେ ଧାନଗଛ) ମୂଳରୁ ଏକାଧିକ କୁଆଁ ଦେଇ ବୁଦାଳିଆ ହୋଇ ଉଠିବା — (the paddy plant) To sprout into bushy shoots after puddling.