ପିଲା

ଉଚ୍ଚାରଣ

ସମ୍ପାଦନା
  • (file)
  • (file)
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ଦ୍ରାବିଡ଼. ପିଲା=ଶିଶୁ, ବାଳକ; ତୁଳନାକର ସଂସ୍କୃତ - ବାଳ; ତା; ପିଳୈ)

ସମ୍ପାଦନା
୧. ଶିଶୁ; ସନ୍ତାନ — ୧. Child; offspring.

(ଦ୍ର—ବଙ୍ଗଳାରେ ଏ ଶବ୍ଦ 'ଛେଲେ' ଶବ୍ଦ ସଙ୍ଗେ ସହଚରରୂପେ ବ୍ୟବହୃତ ହୁଏ; ଯଥା ଛେଲେ, ପିଲେ)

୨. ଜୀବମାନଙ୍କର ଶିଶୁ —୨. Little ones or offspring of animals.

ତୁରଙ୍ଗ ହୁଏ କି ରାସଭ ପିଲା, କବିସୂର୍ଯ୍ୟ—କବିତା

୩. ବାଳକ —୩. Boy.
୪. ଅପ୍ରାପ୍ତରଜସ୍କା କନ୍ୟା — ୪. A girl before she attains puberty.
୫. ନିଜର ସ୍ତ୍ରୀବାଳକାଦି ପରିବାରବର୍ଗ — ୫. one's family consisting of one's wife and children.

ଦେଶଜ - ବିଶେଷଣ -

ସମ୍ପାଦନା
୧. କ୍ଷୁଦ୍ର ଓ ଅଳ୍ପବୟସ୍କ —୧. Small and young.

(ଅନ୍ୟ ଶବ୍ଦ ସଙ୍ଗେ ଲାଗେ, ଯଥା—ପିଲାଗଛ)

୨. ଅଳ୍ପବୟସ୍କ —୨. young.
୩. କ୍ଷୁଦ୍ର —୩. Small; tiny.

ଅନୁବାଦ

ସମ୍ପାଦନା
୪. (ସଂସ୍କୃତ - ପୀତ)—ହଳଦିଆ —୪. yellow.

ପ୍ରାଦେଶିକ - (ଭତ୍ରି ଭାଖା) ବିଶେଷ୍ୟ -

ସମ୍ପାଦନା

ପୁଅ —Son.