ପିଲା
ପିଲା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ଦ୍ରାବିଡ଼. ପିଲା=ଶିଶୁ, ବାଳକ; ତୁଳନାକର ସଂସ୍କୃତ - ବାଳ; ତା; ପିଳୈ)
ସମ୍ପାଦନା- ୧. ଶିଶୁ; ସନ୍ତାନ — ୧. Child; offspring.
(ଦ୍ର—ବଙ୍ଗଳାରେ ଏ ଶବ୍ଦ 'ଛେଲେ' ଶବ୍ଦ ସଙ୍ଗେ ସହଚରରୂପେ ବ୍ୟବହୃତ ହୁଏ; ଯଥା ଛେଲେ, ପିଲେ)
- ୨. ଜୀବମାନଙ୍କର ଶିଶୁ —୨. Little ones or offspring of animals.
ତୁରଙ୍ଗ ହୁଏ କି ରାସଭ ପିଲା, କବିସୂର୍ଯ୍ୟ—କବିତା
- ୩. ବାଳକ —୩. Boy.
- ୪. ଅପ୍ରାପ୍ତରଜସ୍କା କନ୍ୟା — ୪. A girl before she attains puberty.
- ୫. ନିଜର ସ୍ତ୍ରୀବାଳକାଦି ପରିବାରବର୍ଗ — ୫. one's family consisting of one's wife and children.
ଦେଶଜ - ବିଶେଷଣ -
ସମ୍ପାଦନା- ୧. କ୍ଷୁଦ୍ର ଓ ଅଳ୍ପବୟସ୍କ —୧. Small and young.
(ଅନ୍ୟ ଶବ୍ଦ ସଙ୍ଗେ ଲାଗେ, ଯଥା—ପିଲାଗଛ)
- ୨. ଅଳ୍ପବୟସ୍କ —୨. young.
- ୩. କ୍ଷୁଦ୍ର —୩. Small; tiny.
ଅନୁବାଦ
ସମ୍ପାଦନାପିଲା
|
- ୪. (ସଂସ୍କୃତ - ପୀତ)—ହଳଦିଆ —୪. yellow.
ପ୍ରାଦେଶିକ - (ଭତ୍ରି ଭାଖା) ବିଶେଷ୍ୟ -
ସମ୍ପାଦନାପୁଅ —Son.