ପିଲବାଡ଼ି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଛୋଟ କୀଳା — ୧. Small peg.
୨. ଦୁଇଖଣ୍ଡ ବାଉଁଶ ବାଡ଼ିଦ୍ୱାରା ଖେଳ — ୨. Fencing with sticks

[ଦ୍ରଷ୍ଟବ୍ୟ —ଏଥିରେ ଦୁଇଦଳ ହୋଇ ଖଳନ୍ତି ବଡ଼ ବାଡ଼ିର ମାପକୁ "ଲାଲ" ଓ "ଆରଦା" କହନ୍ତି]