ପିରି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଗ୍ରାମ୍ୟ. ଅ ସମ୍ପାଦନା

ପରି; ପ୍ରାୟ; ସମାନ — Like.

ପ୍ରାଦେଶିକ - (ଜୟପୁର) ବିଶେଷ୍ୟ - ସମ୍ପାଦନା

କୁଟା; ପାଳ — Crushed straw.